ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସଙ୍କ ବିୟୋଗ ।

Spread the love
କଟକ, ୨୨/୧/୨୬  (ସନ୍ଧାନ ନ୍ୟୁଜ) : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ପଞ୍ଚାୟତର ତଇଲିପଡା ଗ୍ରାମର ମା’ ବୁଢୀ ଜାଗୁଳାଇ କ୍ଲବର ଅଗ୍ରୀମ ସଦସ୍ୟ ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସ (ମୁନୁ)  ୨୪ ବର୍ଷ ବୟସରେ ପରଲୋକ ଗମନ ଘଟିଛି । ସେ ବିଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ  । ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ମୃତ୍ଯୁବରଣ କରିଛନ୍ତି । ମା’ ବୁଢୀ ଜାଗୁଳାଇ କ୍ଲବର ସଭାପତି  ଯଶୋବନ୍ତ ମହାପାତ୍ର,ଉପ ସଭାପତି  ସମୀର ରଞ୍ଜନ ସ୍ଵାଇଁ,କୋଷାଧକ୍ଷ  ଶିତିକାନ୍ତ ମହାପାତ୍ର,ସୁଶାନ୍ତ ମହାପାତ୍ର ଓ ସମସ୍ତ ପୂଜା କମିଟି ସମସ୍ତ ସଭ୍ୟ ମାନେ ଶୋକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment