ଯୁବ ସଂଗଠକ ପ୍ରତାପ ପଣ୍ଡାଙ୍କ ଦେହାନ୍ତ, ବିଭିନ୍ନ ମହଲରେ ଶୋକ

Spread the love

ଯାଜପୁର ୦୮/୦୬ (ସନ୍ଧାନ ନିଉଜ) ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଞ୍ଚାୟତର ବିଜେଡି ଯୁବ ସଂଗଠକ ପ୍ରତାପ ପଣ୍ଡାଙ୍କ ୩୫ବର୍ଷ ବୟସରେ ଗତ ଶୁକ୍ରବାର ରାତିରେ ଭୁବନେଶ୍ୱରରେ ଚିକିସôାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଜଣେ ଉଚ୍ଚ କୋଟୀର ଯୁବ ସଂଗଠକ ଓ ବିଜେଡି ପାଇଁ ସାମାଜିକ ଗଣ ମାଧ୍ୟମରେ ସଦାସର୍ବଦା ସକ୍ରୟ ରହି ସମଗ୍ର ଜିଲ୍ଲାରେ ବେଶ ପରିଚିତ ଥିଲେ । ତାଙଯକର ଅମର ଅତ୍ମାର ସଦଗତି ନିମନ୍ତେ ପଞ୍ଚାୟତର ସରପଞ୍ଚ, ଓ ଗ୍ରାମବାସୀ, ସ୍ଥାନିୟ ବିଧାୟକ, ବୁଦ୍ଧିଜୀବି ସମେତ ଯାଜପୁର କର୍ମଜିବୀ ସାମ୍ବାଦିକ ସଂଘ ରାଜ୍ୟ ସଂପାଦକ ତପନ ମମହାରଣ୍ୟ ଶର୍ମା, ସଂଗଠନ ସଂପାଦକ ଦଦିଲିପ ଦାସ, ଅଭିମନୁ୍ୟ ମିଶ୍ର କାଶୀନାଥ ବାରିକ, ସୁରେଶ କରଙଯକ ସମେତ ବହୁ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment