ଯୁବତୀଙ୍କୁ ‘କରୋନା’ କହି ଛେଚା ଖାଇଲେ ଯୁବକ
ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ) ଭୁବନେଶ୍ୱର, ଜେନାପୁର ଧର୍ମଶାଳା ଯାଜପୁର ୧୮/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ଯୁବତୀଙ୍କୁ କରୋନା କହିବାରୁ ମାଡ। ଲୋକେ ପିଟିଲେ। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱର କଳ୍ପନା ଛକଏ ଏକ ପେଟ୍ରୋଲ ପମ୍ପରେ ଘଟିଛି। ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବା ବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। କିନ୍ତୁ କିଛି ଗ୍ରାହକ ଏହାଦେଖି କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଥିଲେ। ଏହି ଘଟଣାକୁ ନେଇ ତିନୋଟି ମାମଲା ରୁଜୁ ହୋଇଛି।
Related Posts
About The Author