କେନ୍ଦୁଝର, ୨୦/୦୬ (ସନ୍ଧାନ ନିଉଜ) ହାଟଡିହ ବ୍ଲକ ଯଶୋବନ୍ତପୁର ଗ୍ରାମର ଶ୍ରୀଧର ରାମଙ୍କ ପୁଅ କାଠିଆ ରାମ ଗତ ବର୍ଷ ଜୁଲାଇ ମାସରେ ଭଦ୍ରକ ଜିଲ୍ଲା ଇଚ୍ଛାପୁର ନିକଟସ୍ଥ ବେନ୍ତାଳ ଗ୍ରାମର ଦୟାନିଧି ପାଳଙ୍କ ଝିଅ ଜ୍ୟୋତ୍ସ୍ନା ସହିତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ଵିଵାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦେଇଥିଲେବି ଅଧିକ ଯୌତୁକ ଦାବିକରି ସବୁବେଳେ ନିର୍ଯ୍ୟାତନା ଦେଇ ଆସୁଥିଲେ।
ଯଶୋବନ୍ତପୁର ଗ୍ରାମରେ ଜଣେ ନବବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି
|
June 20, 2020 |



