ମୟୁରଭଞ୍ଜ RTO ଙ୍କ ମନମୁଖୀ କାର୍ଯ୍ୟକଳାପ ସାମ୍ନା କୁ ଆସିଲା

Spread the love

ବାରିପଦା, ୧୨ /୧୨/୨୦୨୦ (ସନ୍ଧାନ ନିଉଜ) ଜଣେ ଅଫିସର ସାମ୍ବିଧାନିକ ପଦବୀରେ ରହିଥାନ୍ତି ଜଣା ସାଧାରଙ୍କୁ ସହାୟତା କରିବାପାଇଁ  ଜନସାଧାରଣ ହେଉଛନ୍ତି ଗଣତନ୍ତ୍ର ର ଆତ୍ମ.  ଗଣତନ୍ତ୍ର ର ପ୍ରତିଟି ଅନୁଷ୍ଠାନ ଲୋକ କଲ୍ୟାଣପାଇଁ ଲୋକ ଙ୍କ ପଇସାରେ କର୍ମଚାରୀ ମାନେ ବେତନ ପାଉଛନ୍ତି.. ଏହା ଆମେ କହୁ ନାହୁଁ କହୁଛନ୍ତି ମ ସରକାର ର ନବୀନ ପଟନାୟକ କହୁଛନତି

, କିନ୍ତୁ ବାରିପଦା ରେ ଚାଲିଛି ଇଂରେଜ ଶାସନ ଏଠାରେ RTO କରନା କୁ ବାହାନା ବନାଇ ମନଇଛା କାଯ୍ୟ କରୁଛନ୍ତି. କୌଣସି ପ୍ରତିନିଧି ପଚାରିଲ ଲାଲୀ ଆଖି ସହ ଦେଖାଉଛନ୍ତି ପୋଲିସ ଧମକୀ.. ଏଠି ପ୍ରଶ୍ନ ଉଠୁଛି ମୋ ସରକାର ଏବଂ 5 t କୁଆଡେ ଗଲା 

ବାରିପଦା ରୁ ଦୀପକ ପାଣିଗ୍ରାହୀ ଙ୍କ ରିପୋର୍ଟ

Related Posts

About The Author

Add Comment