ମୟୁରଭଞ୍ଜ: ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୭ ଛୁଇଁଲା

Spread the love

ବାରିପଦା, ୪/୯/୨୦ (ସନ୍ଧାନ ନିଉଜ);- ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଦିନକରେ ୨୧୫ କରୋନା ପଜିଟିଭ ଚିହ୍ନଟ ହେବା ସହିତ ରାଜ୍ୟର ତୃତୀୟ ଜିଲାଭାବେ ବିବେଚିତ । କାରଣ ଗୋଟିଏ ଦିନରେ ରାଜ୍ୟର ସର୍ବାକ ଖୋଦ୍ଧା ଜିଲାରେ ୬୬୬ ଜଣ ଓ ଦ୍ବିତୀୟ ସ୍ଥାନରେ କଟକ ଜିଲାରେ ୩୧୨ ଜଣ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ଚିନ୍ତା ବଢୁଛି । ଜିଲାରେ ଏହା ପୂର୍ବରୁ ଗତ ୩୦ ତାରିଖରେ ରେକର୍ଡ ପରିମାଣର ୨୯୨ ଚିହ୍ନଟ ହୋଇଥିଲା ବେଳେ ଗତ ୨୮ ତାରିଖରେ ୨୭୨ ଓ ୨୨ ତାରିଖରେ ୨୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ୨୧୫ଜଣଙ୍କ ମଧ୍ୟରୁ ୨୦୧ଜଣ ସ୍ଥାନୀୟ ସଂକ୍ରମିତ, ୭ ଜଣ ରାଜ୍ୟ ବାହାର ଫେରନ୍ତା ପ୍ରବାସୀ ଓ ୭ ଜଣ କାର୍ଯ୍ୟରତ କରୋନା ଯୋଦ୍ଧା ରହିଛନ୍ତି ଏବଂ ତତ୍ସହିତ ୧୧୭ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି । ଫଳରେ ଏପର୍ଯ୍ୟନ୍ତ ଜିଲାରେ ଆକ୍ରାନ୍ତ ହୋଇଥିବା ମୋଟ ୩୬୫୭ ଜଣଙ୍କ ମଧ୍ୟରୁ ୨୧୮୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୪୬୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ପ୍ରକାଶ । ଏଣୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଜିଲାରେ ଏପର୍ଯ୍ୟନ୍ତ ୫୯.୮୦ ଶତାଂଶ ସୁସ୍ଥ ହୋଇଥିବା ବେଳେ ୪୦.୦୩ ଶତାଂଶ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ମୋଟି ସଂକ୍ରମିତଙ୍କ ମଧ୍ୟରୁ ବାରିପଦା ପୌରୀଚଳର ୨୧ ଜଣ; ବେତନଟୀ ବ୍ଲକ ଅଂଚଳର ୧୫ ଜଣ ଗୋପବନ୍ଧୁନଗର ବ୍ଲକ ଅଂଚଳର ୧୩ ଜଣ; କପ୍ତିପଦା ଓ ରରୁଆଁ ବ୍ଲକ ଅଂଚଳର ୧୨ ଜଣ କରି, ବଡ଼ସାହି ଓ  ଯଶିପୁର ବ୍ଲକ ଅଂଚଳରେ ୧୦ ଜଣ କରି, ବାରିପଦା ଓ ଉଦଳା ବ୍ଲକ ଅଂଚଳର ୯ ଜଣ କରି, ରାଇରଙ୍ଗପୁର ପୌରାଞ୍ଚଳ ସହ ରାସଗୋବିନ୍ଦପୁର, କୁସୁମୀ ଓ କରଂଜିଆ ବ୍ଲକ ଅଂଚଳର ୮ ଜଣ କରି; ରାଇରଙ୍ଗପୁର ଓ ଠାକୁରମୁଣ୍ଡା ବ୍ଲକ ଅଂଚଳର ୭ ଜଣ କରି; ବିଜାତଳା ବ୍ଲକ ଅଂଚଳର ୬ ଜଣ ଶୂଳିଆପଦା, ଶାମାଖୁଣ୍ଟା, ସାରସକଣା, କୁଳିଅଣା, ତିରିଂ ଓ ଜାମୁଦା ବ୍ଲକ ଅଂଚଳର ୫ ଜଣ କରି ଉଦଳା ଏନଏସି ଓ କରଂଜିଆ ଏନଏସି ସହ ଖୁଣ୍ଟା ବ୍ଲକ ଅଂଚଳର ୪ ଜଣ କରି, ମୋରଡା ଓ ବିଶୋଇ ବ୍ଲକ ଅଂଚଳର ୩ ଜଣ କରି, ବହଳଦା ବ୍ଲକ ଅଂଚଳର ୨ ଜଣ ଏବଂ ବାଙ୍ଗିରିପୋଷି ବ୍ଲକ ଅଂଚଳର ଜଣେ କରି ରହିଥିବା ବେଳେ ଜିଲ୍ଲାର ଅନ୍ୟ ଜଣେ ଭୁବନେଶ୍ବରଠାରେ ଚିହ୍ନଟ ହୋଇଛନ୍ତି । ୨୧୫ ଜଣ ସଂକ୍ରମିତମାନଙ୍କ ମଧ୍ୟରୁ ବାରିପଦା ପୌରୀଚଳର ୨୧ ଜଣଙ୍କ ମଧ୍ୟରେ ୧୨ ଜଣ ପୁରୁଷ, ୫ ଜଣ ମହିଳା, ୨ ଜଣ ନାବାଳକ, ଜଣେ ନାବାଳିକା ଓ ଜଣେ ଅଢେଇ ବର୍ଷର ଶିଶୁପୁତ୍ର; ବେତନଟୀ ବ୍ଲକର ୧୫ ଜଣଙ୍କ ମଧ୍ୟରେ ୧୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ନାବାଳକ; ଗୋପବନ୍ଧୁନଗର ବ୍ଲକର ୧୩ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୭ ଜଣ ମହିଳା; କପ୍ତିପଦା ବ୍ଲକର ୧୨ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ, ୪ ଜଣ ମହିଳା ଓ ୨ ଜଣ ନାବାଳିକ; ରରୁଆଁ ବ୍ଲକର ୧୨ ଜଣଙ୍କ ମଧ୍ୟରେ ୬ଜଣ ପୁରୁଷ, ୨ ଜଣ ମହିଳା, ୨ ଜଣ ନାବାଳକ ଓ ୨ ଜଣ ନାବାଳିକା; ବଡସାହି ବ୍ଲକର ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ, ୨ ଜଣ ମହିଳା, ଜଣେ ଏକବର୍ଷର ଶିଶୁପୁତ୍ର ଓ ଜଣେ ଦୁଇ ବର୍ଷର ୧ ଶିଶୁକନ୍ୟା; ଯଶିପୁର ବ୍ଲକର ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ, ୪ ଜଣ ମହିଳା ଓ ଜଣେ ନାବାଳିକା; ବାରିପଦା ବ୍ଲକର ୯ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ, ୫ ଜଣ ମହିଳା ଓ ଜଣେ ନାବାଳିକା; ଉଦଳା ବ୍ଲକର ୯ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ, ୪ ଜଣ ମହିଳା, ୨ ଜଣ ନାବାଳକ ଓ ଜଣେ ନାବାଳିକା; ରାଇରଙ୍ଗପୁର ପୌରୀଚଳର ୮ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ, ୩ ଜଣ ମହିଳା, ଜଣେ ନାବାଳକ, ଜଣେ ନାବାଳିକା ଓ ଜଣେ ଚାରିବର୍ଷର ଶିଶୁପୁତ୍ର, ରାସଗୋବିନ୍ଦପୁର ବ୍ଲକର ୮ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ, ଜଣେ ମହିଳା, ଜଣେ ନାବାଳକ ଓ ଜଣେ ନାବାଳିକା; କୁସୁମୀ ବ୍ଲକର ୮ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକା; କଙ୍ଗ ଜିଆ ବ୍ଲକର ୮ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ, ୨ ଜଣ ମହିଳା, ଜଣେ ନାବାଳକ ଓ ଜଣେ ନାବାଳିକା; ରାଇରଙ୍ଗପୁର ବ୍ଲକର ୭ ଜଣଙ୍କ ମଧ୍ୟରେ ଜଣେ ପୁରୁଷ, ୫ ଜଣ ମହିଳା ଓ ଜଣେ ନାବାଳକ ଠାକୁରମୁଣ୍ଡା ବ୍ଲକର ୭ ଜଣଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ବିଜାତଳା ବ୍ଲକର ୬ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଚାରିବର୍ଷର ଶିଶୁପୁତ୍ର ଶୁଳିଆପଦା ବ୍ଳକର ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ନାବାଳକ; ଶାମାଖୁଣ୍ଟା ବ୍ଲକରି ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା; ସାରସକଣା ବ୍ଲକର ୧ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୩ ଜଣ ମହିଳା; କୁଳିଅଣା ବ୍ଲକର ୫ ଜଣ ଯାକ ପୁରୁଷ, ତିଙ୍ଗି ବ୍ଲକର ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ନାବାଳିକା; ଜାମଦା ବ୍ଲକର ୫ ଜଣ ଯାକ ପୁରୁଷ ଉଦଳା ଏନଏସିର ୪ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ,ଜଣେ ମହିଳା ଓ ଜଣେ ନାବାଳିକା କଙ୍ଗଜିଆ। ଏନଏସିର ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ନାବାଳକ; ଖୁଣ୍ଟା ବ୍ଲକର ୪ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକା; ମୋରଡ଼ା ବ୍ଳକର ୩ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ଜଣ ମହିଳା; ବିଶୋଇ ବ୍ଳକର ୩ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା; ବହଳଦା ବ୍ଲକର ୨ ଜଣ ଯାକ ନାବାଳିକା ଏବଂ ବାଙ୍ଗିରିପୋଷି ବ୍ଲକର ଜଣେ ମହିଳା ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଜଣେ ମାତ୍ର ଭୁବନେଶ୍ୱରଠାରେ ଚିହ୍ନଟ ହୋଇଥିବା ଟିଟ୍ ସୂତ୍ରରୁ ପ୍ରକାଶ। ତନ୍ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳର ମୋଟ ୭ ଜଣ ରାଜ୍ୟ ବାହାର ଫେରନ୍ତା ପ୍ରବାସୀଙ୍କ ମଧ୍ୟରୁ କର୍ଣ୍ଣାଟକ ଓ ଗୁଜରାଟର ୩ ଜଣ କରି ଏବ ପଶ୍ଚିମବଙ୍ଗର ଜଣେ ରହିଥିବା ବେଳେ ବିଜାତଳା, ବହଳଦା, ବିଶୋଇ ଓ ଠାକୁରମୁଣ୍ଡା ବ୍ଲକ ଅଂଚଳର ୭ ଜଣ କାର୍ଯ୍ୟରତ କରୋନା ଯୋଦ୍ଧା ଅନ୍ତର୍ଭୁକ୍ତ। ଦିନକରେ ସୁସ୍ଥଙ୍କ ସଂଖ୍ୟା ୧୧୭ ଜିଲା ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୧୭ ଜଣଙ୍କ ମଧ୍ୟରେ ହୋମ କାରେଣ୍ଟାଇନରୁ ୮୧ ଜଣ ଥିବା ବେଳେ ବାଙ୍କିଶାଳର କୋଭିଡ ହସ୍ପିଟାଲରୁ ୮ ଜଣ, ବାରିପଦା ଅନେକ୍ଷା କୋଭିଡ କେନ୍ଦ୍ରରୁ ୭ ଜଣ, ରାଇରଙ୍ଗପୁର କେସିସିରୁ ୧୬ ଜଣ ଓ ଉଦଳା କେସିସିରୁ ୫ ଜଣ ସୁସ୍ଥ ହୋଇଥିବା ଏବଂ ସେମାନେ ନିଜ ନିଜ ହୋମକ୍ବରେଣ୍ଟାଇନକୁ ଯାଇଥିବା ପ୍ରକାଶ ପାଇଛି ।

Related Posts

About The Author

Add Comment