ମୋଦୀ ସରକାର 2.0 : ଧର୍ମେନ୍ଦ୍ର, ରବିଶଙ୍କର, ପ୍ରକାଶ ଜାଭଡ଼େକର ନେବେ କେନ୍ଦ୍ରମନ୍ତ୍ରୀ ପଦର ଶପଥ

Spread the love

ନୂଆଦିଲ୍ଲୀ ୨୯/୫ (ସନ୍ଧାନ ନିୟୁଜ), ଆସନ୍ତା କାଲି ପ୍ରଧାନ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ନୂତନ ମନ୍ତ୍ରୀ ମଣ୍ଡଳରେ ୪୦ ରୁ ଉର୍ଦ୍ଧ୍ୱ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ତେବେ ଧର୍ମେନ୍ଦ୍ର ପ୍ରଧାନ, ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡ଼େକର, ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏହି ନେତାମାନଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି। ଅର୍ଜୁନ୍ ରାମ୍ ମେଘୱାଲ୍, ନରେନ୍ଦ୍ର ସିଂ ତୋମାର ମଧ୍ୟ ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

odiapua

Related Posts

About The Author

Add Comment