ମୋଦୀ ସରକାର : ଜାଣନ୍ତୁ କିଏ କିଏ ହେଲେ ମନ୍ତ୍ରୀ, ସମ୍ପୂର୍ଣ୍ଣ ତାଲିକା

Spread the love

ନୂଆଦିଲ୍ଲୀ, ୩୦/୫ (ସନ୍ଧାନ ନିୟୁଜ) ଆଜି ସଂନ୍ଧ୍ୟାରେ ଦେଶର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦେଶ-ବିଦେଶର ପ୍ରାୟ ୮୦୦୦ ଅତିଥିଙ୍କ ଉପସ୍ଥିତିରେ ମୋଦୀ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ତେବେ ଜାଣନ୍ତୁ କିଏ କିଏ ହେଲେ ମନ୍ତ୍ରୀ, ସମ୍ପୂର୍ଣ୍ଣ ତାଲିକା
୧ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୨ ଅମିତ ଶାହ
୩ ରାଜନାଥ ସିଂହ
୪ ନିତିନ ଗଡକରୀ
୫ ସଦାନନ୍ଦ ଗୌଡ଼ା
୬ ନିର୍ମଲା ସୀତାରମଣ
୭ ରାମବିଲାସ ପାସବାନ
୮ ନରେନ୍ଦ୍ର ସିଂହ ତୋମର
୯ ରବିଶଙ୍କର ପ୍ରସାଦ
୧୦ ହରସିମରତ କୌର ବାଦଲ
୧୧ ଏସ ଜୟଶଙ୍କର
୧୨ ରମେଶ ନିଶଙ୍କ ପୋଖରିଯାଲ
୧୩ ଥାବର ଚଂଦ ଗହଲୋତ
୧୪ ଅର୍ଜୁନ ମୁଂଡା
୧୫ ସ୍ମୃତି ଈରାନୀ
୧୬ ହର୍ଷବର୍ଧନ
୧୭ ପ୍ରକାଶ ଜାବଡ଼େକର
୧୮ ପୀୟୁଷ ଗୋୟଲ
୧୯ ଧର୍ମେନ୍ଦ୍ର ପ୍ରଧାନ
୨୦ ମୁଖ୍ତାର ଅବ୍ବାସ ନକବୀ
୨୧ ପ୍ରହଲାଦ ଜୋଶୀ
୨୨ ମହେନ୍ଦ୍ର ନାଥ ପାଣ୍ଡେ
୨୩ ଅରବିନ୍ଦ ସାବନ୍ତ
୨୪ ଗିରିରାଜ ସିଂହ
୨୫ ଗଜେନ୍ଦ୍ର ସିଂହ ଶେଖାବତ
୨୬ ସନ୍ତୋଷ ଗଙ୍ଗୱାର
୨୭ ରାଓ ଇନ୍ଦ୍ରଜୀତ ସିଂହ
୨୮ ଶ୍ରୀପଦ ନାୟକ
୨୯ ଜିତେନ୍ଦ୍ର ସିଂହ
୩୦ କିରନ ରିଜିଜୂ
୩୧ ପ୍ରହଲାଦ ସିଂହ ପଟେଲ
୩୨ ଆରକେ ସିଂହ
୩୩ ହରଦୀପ ସିଂହ ପୁରୀ
୩୪ ମନସୁଖ ମଣ୍ଡାଭିୟା
୩୫ ଫଗ୍ଗନ ସିଂହ କୁଲସ୍ତେ
୩୬ ଅଶ୍ଵିନୀ ଚୌବେ
୩୭ ଜନରଲ (ଅବସରପ୍ରାପ୍ତ) ବୀକେ ସିଂହ
୩୮ କିଶନ ପାଲ ଗୁର୍ଜର
୩୯ ଦାନବେ ରାବସାହେବ ଦାଦରାଓ
୪୦ ଜି କିଶନ ରେଡ୍ଡୀ
୪୧ ପୁରଷୋତ୍ତମ ରୂପାଲା
୪୨ ରାମଦାସ ଅଠାୱଲେ
୪୩ ସାଧ୍ଵୀ ନିରଞ୍ଜନ ଜ୍ୟୋତି
୪୪ ବାବୁଲ ସୁପ୍ରିୟୋ
୪୫ ସଂଜୀବ କୁମାର ବାଲ୍ୟାନ
୪୬ ଧୋତ୍ରେ ସଂଜୟ ଶାମରାବ
୪୭ ଅନୁରାଗ ସିଂହ ଠାକୁର
୪୮ ଅଂଗଦ ସୁରେଶ ଚନ୍ନବସପ୍ପା
୪୯ ନିତ୍ୟାନନ୍ଦ ରାୟ
୫୦ ବି ମୁରଲୀଧରନ
୫୧ ରେଣୁକା ସିଂହ ସରୁତା
୫୨ ସୋମ ପ୍ରକାଶ
୫୩ ରାମେଶ୍ଵର ତେଲୀ
୫୪ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
୫୫ କୈଲାଶ ଚୌଧୁରୀ
୫୬ ଦେବୋଶ୍ରୀ ଚୌଧୁରୀ

Related Posts

About The Author

Add Comment