ମେ ୪ରୁ ପୁଣି ଜାରି ରହିବ ତାଲାବନ୍ଦ

Spread the love
ଭୁବନେଶ୍ୱର, ୦୨/୦୫ (ସନ୍ଧାନ ନିଉଜ) କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢେଇ ଦେଇଛନ୍ତି । ଏବେ ଚାଲିଥିବା ଲକଡାଇନ ସମୟ ମେ ୩ରେ ସମାପ୍ତ ହେବାର ଥିଲା । କିନ୍ତୁ ଏବେ ତାହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନ ଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି । ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ଏହି ଜୋନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପି ଲାଗୁ ହେବ ।

Related Posts

About The Author

Add Comment