ନୂଆଦିଲ୍ଲୀ , ୧୭/୦୫ (ସନ୍ଧାନ ନିଉଜ) : କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ରହିଥିବା ଲକ୍ ଡାଉନ୍ ଅବଧି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା। ଆସନ୍ତା କାଲିଠାରୁ ଲାଗୁ ହେବ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍। ଲକ୍ ଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ବା ଏନଡିଏମଏ ନିର୍ଦ୍ଦେଶ ଦେବା ସହିତ ସ୍ଵରାଷ୍ଟ୍ର ମନ୍ତ୍ରାଳୟକୁ ଗାଇଡ଼ଲାଇନ ପ୍ରସ୍ତୁତ କରିବାକୁ କହିଛି।
ମେ’ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ ଡାଉନ୍ ଅବଧି
|
May 18, 2020 |