ମେକ୍ସିକୋରେ ୭.୫ ତୀବ୍ରତାର ଭୂମିକମ୍ପ – ୪ ଜଣଙ୍କର ମୃତ୍ୟୁ ଅନେକ କୋଠା ନଷ୍ଟ

Spread the love

ନୂଆଦିଲ୍ଲୀ ୨୪/୦୬ (ସନ୍ଧାନ ନିଉଜ) ଦକ୍ଷିଣ ମେକ୍ସିକୋ ରାଜ୍ୟ ଓକ୍ସାକାଠାରେ ମଙ୍ଗଳବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।ରିକ୍ଟର ସ୍କେଲରେ ଏହି ଭୂକମ୍ପ ୭.୫ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ସକାଳ ୧୦.୨୯ ରେ ଘଟିଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ଦକ୍ଷିଣ ଓକ୍ସାକା ରାଜ୍ୟର ପ୍ରଶାନ୍ତ ଉପକୂଳବର୍ତ୍ତୀ ଲା କ୍ରୁସିଟା ଠାରୁ ୨୩ କିଲୋମିଟର ଦୂରରେ ଅବସ୍ଥିତ।

Related Posts

About The Author

Add Comment