ମିଡ଼ିଆ କର୍ମିଙ୍କ ମାତୃ ବିୟୋଗ

Spread the love

ରାଉରକେଲା,୨୭/୧୨ (ସନ୍ଧାନ ନିୟୁଜ): ରାଉରକେଲାରେ କାର୍ଯ୍ୟରତ ମିଡ଼ିଆ କର୍ମି ସୁବୋଧ ନାୟକଙ୍କ ମା  ସ୍ବର୍ଗତ  ତୁଳସୀ ନାୟକ ଆଉ ନାହାନ୍ତି | 83 ବର୍ଷ ବୟସରେ ଗତ 25 ତାରିଖରେ ନୟାବଜ଼ାର ବାସଭବନ ଠାରେ  ତାଙ୍କର ଦେହାନ୍ତ ହୋଇଯାଇଛି ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ |  ସେ ବହୁ ଦିନରୁ ରୋଗରେ  ପୀଡିତ ଥିଲେ | ପରଲୋକ ଗମନ ବେଳେ ତାଙ୍କ ପାଖରେ ବଡ ପୁଅ ବିବୁଧ, ସାନପୁଅ ସୁବୋଧ, ଦୁଇ ବୋହୁ ନିବେଦିତା, ମିନାକ୍ଷୀ, ଜ୍ୱାଇଁ ମନୋଜ, ଝିଅ ଗୀତାଞ୍ଜଳି, ନାତି ସ୍ୱାଗତ ସୁମନ ,ସାଇ, ନାତୁଣୀ ଶ୍ରଦ୍ଧା ସୁମନ ଓ ପରିଜନ ମାନଙ୍କ ମଧ୍ୟରେ  ଅନୀଲ ମଲ୍ଲିକ, ଦିଲୀପ ମଲ୍ଲିକ, ସଂଜୀବ ମଲ୍ଲିକ, ବାପି ମଲ୍ଲିକ ଉପସ୍ତିତ ଥିଲେ |

Related Posts

About The Author

Add Comment