ଯାଜପୁର, ୧୨/୨/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ମା ଭଗବତୀଙ୍କ ପୀଠରେ ଆସନ୍ତା ରବିବାର ଦିନ ଅଷ୍ଟମପ୍ରହରୀ ନାମଯଜ୍ଞ ଅନୁ୍ଷ୍ଟିତ କରାଯିବା ପାଇଁ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଅନୁଷ୍ଟିତ ହେଉଚି । ଏହି ନାମଯଜ୍ଞରେ ବହୁ କିର୍ତ୍ତନ ମଣ୍ଡଳୀ ଯୋଗଦେବା ଲାଗି ସ୍ୱୀକୃତୀ ପ୍ରଦାନ କରିଛନ୍ତି । ଆସନ୍ତା ଶନିବାର ଦିନ ଅଧିବାସ କରାଯାଉଥିବା ବେଳେ, ରବିବାର ଦିନ ନାମଯଜ୍ଞ ହେବ ବୋଲି କମିଟିର କର୍ମକର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମା ଭଗବତୀଙ୍କ ପୀଠରେ ଅଷ୍ଟମପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେବ
|
February 13, 2020 |
