ମାସ୍କ ନପିନ୍ଧି  ତଣ୍ଡ ଗଣିଲେ ୪୦ଜଣ

Spread the love
ଭୁବନେଶ୍ଵର,୧୨/୦୪ (ସନ୍ଧାନ ନିୟୁଜ) : ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିୟମ ଉଲଂଘନ କଲେ ତଣ୍ଡ ଗଣିବାକୁ ପଡିବ ବୋଲି ଘୋଷଣା କରାଯାଇଛି। ତଥାପି କିଛି ନିୟମ ଭଙ୍ଗୁଛନ୍ତି। ରାୟଗଡା ସହରରେ ଏହା ଆଜି ଦେଖିବାକୁ ମିଳିଛି। ଶନିବାର କପିଳାସ ଛକ ଓ ଏସବିଆଇ ଜଙ୍କସନରେ ଚାଲିଥିବା ଚେକିଂରେ ମାସ୍କ ପିନ୍ଧିନଥିବା ୪୦ଜଣ ଧରାପଡିଥିଲେ। ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି।

Related Posts

About The Author

Add Comment