ଛତିଶଗଡ଼ରେ ମାଓବାଦୀମାନଙ୍କୁ ଟ୍ରାକ୍ଟର ଯୋଗାଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ୟୁନିଟ୍ ଉପାଧ୍ୟକ୍ଷ ଜଗତ୍ ପୂଜାରୀ ଏବଂ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଅନ୍ୟୂନ ଗୋଟିଏ ଦଶନ୍ଧି ହେବ ମାଓବାଦୀମାନଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଇବାରେ ପୂଜାରୀ ଜଡ଼ିତ ଥିଲେ। Report- Agency
ମାଓବାଦୀମାନଙ୍କୁ ଟ୍ରାକ୍ଟର ଯୋଗାଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ୟୁନିଟ୍ ଉପାଧ୍ୟକ୍ଷ ଜଗତ୍ ପୂଜାରୀ ଏବଂ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଗିରଫ
|
June 15, 2020 |



