ମହିଳା ସରକାରୀ ମହାବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସହିଦ ଦିବସ ଶୋଭାଯାତ୍ରା   –

Spread the love

ସୁନ୍ଦରଗଡ ୩୦/୦୧/୨୦୨୦ ( ସନ୍ଧାନ ନିଉଜ/ଶୁଭ୍ରାଂଶୁ ପଣ୍ଡା )  ସୁନ୍ଦରଗଡର ଏନସିସି ତରଫରୁ ଜାତୀୟ ସହିଦ ଦିବସ ଏବଂ ଜାତୀୟ ସ୍ୱଚ୍ଛତା ଦିବସ ପାଳନ କରI ଯାଇଛି I  ଯେଉଁଥିରେ  ଉଭୟ ପୁରୁଷ ଏବଂ ମହିଳା ସରକାରୀ ମହାବିଦ୍ୟାଳୟର ଏନସିସି ଛାତ୍ର ଛାତ୍ରୀ  ମାନେ  ଯୋଗଦାନ କରିଥିଲେ  ଏବଂ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ  I ସେମାନେ ସହିଦ ମାନଙ୍କୁ ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ସତର୍କ କରାଇ ଥିଲେ l  ସୁନ୍ଦରଗଡ ମହାବିଦୟାଳୟ ରୁ ଅନମୋଲ  କେର୍କେଟା ଏବଂ ସରକାରୀ ମହିଳା ମହାବିଦ୍ୟାଳୟ ଝୁଲଣା ସିଂ ନେତୃତ୍ଵ ନେଇ ଶୋଭାଯାତ୍ରା କୁ ସମ୍ପନ୍ନ କରିଥିଲେ l ଶୋଭାଯାତ୍ରା ସରକାରୀ ମହିଳା ବିଦ୍ୟାଳୟ ରୁ ଆରମ୍ଭ ହୋଇ ହସ୍ପିଟାଲ ଛକ , ଡେଙ୍ଗୀବାଡି ରାସ୍ତା ଏବଂ ଶେଷରେ ଷ୍ଟାଡିୟମ ଦେଇ ଡିଆରଡିଏ  ଛକ ରେ ଶେଷ ହେଲା  I

Related Posts

About The Author

Add Comment