ମହିଳା ନକ୍ସଲଙ୍କ ଆତ୍ମସମର୍ପଣ
କୋରାପୁଟ ,୨୮/୦୩ (ସନ୍ଧାନ ନିୟୁଜ): କୋରାପୁଟ ଏସ୍ପିଙ୍କ ନିକଟରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ତୁଳସୀ ଉଲାକା ଓରଫ୍ ସଙ୍ଗୀତା। ସଙ୍ଗୀତା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସ୍ପେଶାଲ ଜୋନାଲ୍ କମିଟିର ସଦସ୍ୟା ଥିଲେ।
Related Posts
About The Author