ମହାନ ସାରସ୍ବତ ସାଧିକା ପୂଜ୍ୟା ମନୋରମା ମହାପାତ୍ରଙ୍କ ସହ ଦୁଇ ପ୍ରତିଭାଧାରୀ ସାଧକଙ୍କୁ ସଦର ମାଟିରେ ଶ୍ରଦ୍ଧାଞ୍ଜଳି

Spread the love
କଟକ , ୨୮/୦୯/୨୦୨୧ (ସନ୍ଧାନ ନିଉଜ) – ସମାଜ ଦୈନିକ ଖବର କାଗଜର ପୂର୍ବତନ ସମ୍ପାଦିକା, ପ୍ରଖ୍ୟାତ କବି,ସମାଜସେବୀ,ଶିକ୍ଷାବିତ୍ ମନୋରମା ମହାପାତ୍ରଙ୍କ ଏକାଦଶାହରେ ଏବଂ ସାମ୍ବାଦିକ ଅରିନ୍ଦମ ଦାସ, ସିପାହୀ ସୀତାରାମ ମୁର୍ମୁ ଆଦିଙ୍କ ବିୟୋଗରେ କଟକ ସଦରର ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ କଳାବିହାର କନ୍ଦରପୁର କାର୍ଯ୍ୟାଳୟରେ ଶୋକସଭା ଅନୁଷ୍ଠିତ ହେଇଯାଇଛି । ଉକ୍ତ ସଭାରେ ସଂପାଦକ ଅଶୋକ ପଟ୍ଟନାୟକ,ସଭାପତି ପ୍ରତିଭା ଶତପଥୀ, ଦଇତାରୀ ପ୍ରଧାନ,ଅଭିରାମ ସାହୁ,ପ୍ରଦୀପ୍ତ ମହାଳି,ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସଂଗୀତା ପଟ୍ଟନାୟକ,ସୀକୃତି ପଟ୍ଟନାୟକ, ସୁଇଟି ପଟ୍ଟନାୟକ, ସୋନାଲି ପଟ୍ଟନାୟକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related Posts

About The Author

Add Comment