ମଧ୍ୟପ୍ରଦେଶ ଉପରେ  ଘୂର୍ଣ୍ଣିବଳୟ 

Spread the love
ଭୁବନେଶ୍ବର, ୦୬/୦୨ (ସନ୍ଧାନ ନିୟୁଜ) : ରାଜ୍ୟର ଦକ୍ଷିଣରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆକାଶ ମେଘାଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିବ। ଶୁକ୍ରବାର ଏହା ବିହାର ଉପରେ ରହିବ। ଏହା ପ୍ରଭାବରେ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏପରିକି ୬ରୁ ୮ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୋପାଳପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Related Posts

About The Author

Add Comment