ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀକୁ ପରିକ୍ଷା କରାଗଲା

Spread the love

ଯାଜପୁର ସଦର, ୧୮ା୦୫ (ସନ୍ଧାନ ନିୟୁଜ/ଜି ଦାସ) : ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ରୋଗୀମାନଙ୍କୁ ଚିହ୍ନଟ ପ୍ରକ୍ରିୟା କରାଯାଇଥିବା ବେଳେ, ୯୦ ଜଣ କରୋନା ରୋଗୀ ଚିହ୍ନଟ ପାଇଁ ପରିକ୍ଷା କରାଯିବାରୁ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କଠାରେ କରୋନା ପଜେଟିଭ ଥିବା ଜଣାଯାଇଥିଲା । ଆଣ୍ଟିଜେନ ପରିକ୍ଷାରେ ୨ଜଣ ଆରଟିପିସିଆରେ ପରୀକ୍ଷାରେ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିବା ଜଣାଯାଇଚି । ମୋଟ୍ ୧୫ଜଣଙ୍କ ମଧ୍ୟରୁ ୧୪ଜଣଙ୍କୁ ଗୃହ ସଙ୍ଗରୋଧରେ ରଖାଯଆଇଥିବା ଜଣାଯାଇଚି । ଆଉ ଜଣଙ୍କୁ କୋଭିଡ ହସ୍ପିଟାକରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଚି । ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ଚିତ୍ତରଂଜନ କର, ଡାକ୍ତର ବସନ୍ତ ପଣ୍ଡା, ସେକ୍ ସିସିଆନ, ଦିପକ ରାଉତ, ଡିଓ ସୌମ୍ୟଜିତ ଦାସ ସ୍ୱାବ ଗ୍ରହଣ କରି ପରିକ୍ଷା କାର୍ଯ୍ୟ କରିଥିଲେ ।

Related Posts

About The Author

Add Comment