ରାଉରକେଲା, ୨୪/୧୨ (ସନ୍ଧାନ ନିୟୁଜ): ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଦେଶ ପାଳିବ ବଡଦିନ । ଏଥିପାଇଁ ଗାଁଠୁ
ସହର ସବୁ ଉତ୍ସବମୁଖର । ସମସ୍ତେ ସାମୁହିକ ଭାବେ ଚର୍ଚ୍ଚରେ ପ୍ରାର୍ଥନା କରିବା ସହ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ନିଜ ନିଜ ଘରେ ମଧ୍ୟ ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିବେ । ଏହି କ୍ରମରେ ମଙ୍ଗଳବାର ରାଉରକେଲା ହମିରପୁର ଚର୍ଚ୍ଚରେ ବହୁ ସୁଂଖ୍ୟାରେ ଲୋକ ଆସି ନିଜ ପାପ ସ୍ବୀକାର କରିଥିଲେ । ଯୀଶୁଙ୍କ ନିକଟରେ ନିଜ ଭୂଲର କ୍ଷମା ପ୍ରାର୍ଥନା କଲେ ସେ କ୍ଷମା କରିଦିଅନ୍ତି ବୋଲି ସେମାନଙ୍କ ବିଶ୍ବାସ ରହିଛି ।