ମକର ସଂକ୍ରାନ୍ତି : ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Spread the love

ଭୁବନେଶ୍ୱର, ୧୫/୦୧/୨୦ (ସନ୍ଧାନ ନିଉଜ) : ମକର ସଂକ୍ରାନ୍ତି, ସକରତ ଓ ପୁଷ ପର୍ବ ପାଇଁ ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି। କାଲି ରାଜ୍ୟରେ  ହର୍ଷୋଲ୍ଲାସର ସହ ମକର ସଂକ୍ରାନ୍ତି ପାଳନ କରାଯିବ।ଏହା ପୂର୍ବରୁ ମକର ସଂକ୍ରାନ୍ତି ଅର୍ଥାତ ଜାନୁଆରୀ ୧୫ କାଲି ପାଇଁ ସରକାରୀ ଛୁଟି ଘୋଷଣା କରିଥିଲେ। ରାଜ୍ୟ ସରକାର । ଚଳିତ ବର୍ଷ ୧୫ତାରିଖ ଦିନ ମକର ସଂକ୍ରାନ୍ତି ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Related Posts

About The Author

Add Comment