ଭୁଶୁଡ଼ିଲା ଆଉ ଏକ ଡିପ୍ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ
ଭୁଶୁଡ଼ିଲା ଆଉ ଏକ ଡିପ୍ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ
Manas Kumar Rout |
August 19, 2019 |
ଢେଙ୍କାନାଳ, ୧୯/୮ (ସନ୍ଧାନ ନିୟୁଜ) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅଗଷ୍ଟ ୩ରେ ନୂଆକୁଆଳୋ ଗ୍ରାମରେ ଅନୁରୂପ ଭାବେ ନବନିର୍ମିତ ଡିପ୍ଓ୍ବେଲ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାମ, ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଲୋକାର୍ପଣର ୬ମାସ ମଧ୍ୟରେ ପ୍ରକଳ୍ପ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Related Posts
About The Author