ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ !
ଭାରତ ମହାସାଗରରେ ଚୀନ ଯୁଦ୍ଧ ଜାହାଜ !
Sandhan News |
April 16, 2020 |
ଭୁବନେଶ୍ୱର, ୧୬/୦୪/୨୦ (ସନ୍ଧାନ ନିଉଜ) : ସମଗ୍ର ବିଶ୍ୱ କରୋନା ମହାମାରୀକୁ ନେଇ ବ୍ୟସ୍ତ ଥିବାବେଳେ ଏହି ଭୁତାଣୁ ର ଉତ୍ପତ୍ତିସ୍ଥଳ ଚୀନ ଗୋପନରେ ନିଜ ବିସ୍ତାରବାଦୀ କାର୍ଯ୍ୟକ୍ରମ ଜାରି ରଖିଛି । ଗତ କିଛି ଦିନ ଧରି ଚୀନର ପ୍ରାୟ ୭-୮ଟି ଯୁଦ୍ଧ ପୋତ ଭାରତ ମହାସାଗରରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ଭାରତୀୟ ନୌସେନା ସତର୍ତ ହୋଇଉଠିଛି ।ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ କହିଛନ୍ତି ଯେ ସବୁ ସ୍ଥିତିର ସାମନା କରିବାକୁ ନୌସେନା ପ୍ରସ୍ତୁତ ରହିଛି ।
Related Posts
About The Author