ଭାରତ-ଚୀନ ସୀମାରେ ସଂଘର୍ଷରେ ସହିଦ ୨୦ ଜଣ ଯବାନଙ୍କ ନାମ ଜାରି କଲା ଭାରତୀୟ ସେନା

Spread the love

1.କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍,

2.ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ,

3.ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା,

4.ନାଏବ ସୁବେଦାର୍ ଶତନାମ ସିଂହ- ଗୁରୁଦାସପୁର,

5.ହାବିଲଦାର କେ ପଲାନି-ମଦୁରାଇ,

6.ହାବିଲଦାର ସୁନୀଲ କୁମାର -ପାଟନା,

7.ହାବିଲଦାର ବିପୁଳ ରାୟ-ମିରଟସିଟି,

8.ନାଏକ ଦୀପକ କୁମାର- ରେୱା,

9.ସିପାହୀ ରାଜେଶ ଓରଙ୍ଗ- ବୀରଗମ୍,

10.ସିପାହୀ କୁନ୍ଦନ କୁମାର ଓଝା- ସାହିବଗଞ୍ଜ,

11.ସିପାହୀ ଗଣେଶ ରାମ- କନକର୍,

12.ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ- କନ୍ଧମାଳ, ଓଡ଼ିଶା,

13.ସିପାହୀ ଅଙ୍କୁଶ- ହମିରପୁର,

14.ସିପାହୀ ଗୁରବିନ୍ଦର- ସଙ୍ଗରୁର୍,

15.ସିପାହୀ ଗୁରତେଜ ସିଂହ- ମନସା,

16.ସିପାହୀ ଚନ୍ଦନ କୁମାର- ଭୋଜପୁର,

17.ସିପାହୀ କୁନ୍ଦନ କୁମାର- ସହର୍ସା,

18.ସିପାହୀ ଅମନ କୁମାର- ସମସ୍ତିପୁର,

19.ସିପାହୀ ଜୟ କିଶୋର ସିଂହ- ବୈଶାଳୀ,

20.ସିପାହୀ ଗ‌େଣେଶ ହାଁସଦା- ପୂର୍ବ ସିଂଘଭୂମ୍

Related Posts

About The Author

Add Comment