Homeଆନ୍ତର୍ଜାତୀୟଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ନେବେ ତରଣଜୀତ ସିଂହ ସାନ୍ଧୁ Sandhan News | January 15, 2020 | Spread the love ୱାଶିଂଟନ, ୧୫/୦୧/୨୦ (ସନ୍ଧାନ ନିଉଜ) : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ସେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । Related Posts ଲକଡାଉନ ଅଞ୍ଚଳରେ ଦିନ ୧୦ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ March 24, 2020 | Manas Kumar Rout | ଅଧିକ ପଢନ୍ତୁ ଖୋଲୁଛି ଥାନା ଅଧିକାରୀଙ୍କ ଜାଲିଆତି ପେଡ଼ି August 27, 2020 | Santosh Rout | ଅଧିକ ପଢନ୍ତୁ ବାଲିଗୁଡା ଜନତା ଦଳର ପୂର୍ବତନ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳ ରେ ଶୋକର ଛାୟା July 11, 2021 | Sandhan News | ଅଧିକ ପଢନ୍ତୁ ଗାଈ କୁ ଗୋମାତା ଖାଲି ଏକ ଶବ୍ଦ ନା ଆଉ କିଛି .. October 1, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ବାଲିଗୁଡା ଜନତା ଦଳର ପୂର୍ବତନ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳ ରେ ଶୋକର ଛାୟା July 11, 2021 | Sandhan News | ଅଧିକ ପଢନ୍ତୁ