ଭାରତୀୟ ଜନତା ପାର୍ଟି କୋଇଡା ବ୍ଲକ ଅଫିସ ଘେରାଉ
କୋଇଡା ତା-୨୯.୧୦ (ସନ୍ଧାନ ନିୟୁଜ) ଭାରତୀୟ ଜନତା ପାର୍ଟି କୋଇଡା ମଣ୍ଡଳ ପକ୍ଷରୁ ଆଜି କୋଇଡା ବ୍ଲକ ଅଫିସ ଘେରାଉ ହୋଇଥିଲା। ବିଜେଡ଼ି ଶାସନ ରେ ପି.ସି.ଦୁର୍ନୀତି, ଭୋଷ୍ଟାଚାର ଓ ପ୍ରିୟା ପ୍ରିତି ଶୋଷଣ ବିରୋଧ ରେ ଭାରତୀୟ ଜନତା ପାର୍ଟିର ବୋରିଷ୍ଟ ନେତା ଅନିଲ ବାର୍ଲାଙ୍କ ନେତୃତ୍ୱରେ ପ୍ରାୟ ହଜାର ହଜାର କର୍ମୀ ଏକ ଶୋଭାଯାତ୍ରାରେ ଯାଇ କୋଇଡା ବ୍ଲକ ଅଫିସ ଘେରାଉ କରିଥିଲେ।ବଣାଇଁ ସାଙ୍ଗଠନିକ ଜିଲ୍ଲା ସଭାପତି, ରାହୋସ ବିହାରୀ ପ୍ରଧାନ, କୋଇଡା ମଣ୍ଡଳ ସଭାପତି (କ) ମେଲେରି ବାରିକ, କୋଇଡା(ଖ) ମଣ୍ଡଳ ସଭାପତି ମହେଶ ସାହା ବଣାଇଁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟନ୍ତୀ ମହାନ୍ତ ସାମ୍ପାଦିକ ଶକୁନ୍ତଳା ନାଏକ, ଯୁବନେତା ବାଗୁନ ଗାଗରାଇ, ରାଜେନ୍ଦ୍ର ସିଂ,ଆସମାନ ମାଝୀ, ପରମେଶ୍ବର ନାଏକ, ଦୀପକ ରଥ, ଆନନ୍ଦ ସିଂ ପ୍ରମୁଖ ବିଜେଡ଼ି ସରକାରଙ୍କ ଦୁର୍ନୀତି ଭୋଷ୍ଟାଚାର ଉପରେ ଅଭିଭାଷଣ ରଖିଥିଲେ।
Report L Barik, Koida
Related Posts
About The Author