ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮ ଛୁଇଁଲା
ନୂଆଦିଲ୍ଲୀ, ୨୦/୦୩ (ସନ୍ଧାନ ନିୟୁଜ): ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି। ଗୁରୁବାର ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଛି।ଏହି ସଂଖ୍ୟାରେ ୩୨ ଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୭ ଜଣ କେବଳ ଇଟାଲୀରୁ, ୭ ଜଣ ଇଣ୍ଡୋନେସିଆ, ୩ ଜଣ ଫିଲିପାଇନ୍ସରୁ, ୨ ଜଣ ବ୍ରିଟେନ୍ରୁ ଏବଂ କାନାଡା, ଇଣ୍ଡୋନେସିଆ ଓ ସିଙ୍ଗାପୁରରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
Related Posts
About The Author