ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ନୂଆ ଡ଼ିଏଚଏଚ କମ୍ପେ୍ଲକ୍ସ ନିର୍ମାଣ ହେବ

Spread the love

ଭଦ୍ରକ, ୭/୧/୨୦ (ସନ୍ଧାନ ନିଉଜ): ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ନୂଆ ଡ଼ିଏଚଏଚ କମ୍ପେ୍ଲକ୍ସ ନିର୍ମାଣ ହେବ । ମୋ ସରକାର ଟିମର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ନିଷ୍ପତ୍ତି ନେଇଛନ୍ତି । ସେଠାରେ ୭ମହଲା ବିଶିଷ୍ଟ ଏହି କମ୍ଳେକ୍ସରେ ୩୦୦ ଶଯ୍ୟା ରହିବ । ୨୦ଲକ୍ଷରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମଗାର ନିର୍ମାଣ ହେବ । ଏହାସହ ଓପିଡ଼ି ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲାଯିବ ।

Related Posts

About The Author

Add Comment