ଭଦ୍ରକ: ନ୍ୟାୟ ପାଇଁ ଦମ୍ପତିଙ୍କ ଆମରଣ ଅନଶନ
ଭଦ୍ରକ,୨୨/୧୦ (ସନ୍ଧାନ ନିୟୁଜ) ଜିଲ୍ଲାପାଳ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ବୃଦ୍ଧା ଦମ୍ପତି l ପ୍ରାପ୍ତ ଖବରରୁ ଜଣାଯାଏ ଆମରଣ ଅନଶନରେ ବସିଥିବା ତିହିଡ଼ି ଥାନା ଅଧିନ ନଛିବିନ୍ଧା ଗ୍ରାମର ସଂଯୁକ୍ତା ନାୟକ ଓ ତାଙ୍କ ସ୍ଵାମୀ ରମେଶ ନାୟକଙ୍କ ସୂଚନା ଅନୁସାରେ ବୃଦ୍ଧା ଦମ୍ପତିଙ୍କ ଘର ସମ୍ମୁଖ ବଳରାମ ଧନୀ ନାମକ ବ୍ୟକ୍ତି ସରକାରୀ ରାସ୍ତା ଉପରେ ବେଆଇନ ଜବରଦଖଲ କରି ଏକ ଗୁମୁଟି ଦୋକନା କରିଛନ୍ତି | ଯାହାକୁ ବିରୋଧ କରି ବାରମ୍ବାର ତହସିଲଦାରଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାଧ୍ୟ ହୋଇ ନ୍ୟାୟ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି |
Related Posts
About The Author