ଭଦ୍ରକ, ୧୬/୧୧ (ସନ୍ଧାନ ନିଉଜ) : ଭଦ୍ରକର ସମସ୍ତ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ଅକ୍ଷରର ନାମ ଫଳକ ଲାଗିବ ଏହା ଏକ ପ୍ରଶ୍ନବାଚୀ ହୋଇ ରହିଯିବନି ତ ? ଏ ପ୍ରକାର ଏକ ଭାବନା ବିବ୍ରତ କରୁଛି ଜନସାଧାରଣଙ୍କୁ ! ପ୍ରଶାସନ ଏ ଦିଗରେ ଅଧିକ ଯତ୍ନବାନ ହେଲେ ଓଡ଼ିଶାରେ ପ୍ରତ୍ୟେକ ଭାଷାକୁ ସମ୍ମାନ ଦିଆଯାଉ ଥିବାବେଳେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦିଆଯିବା ସହିତ ଓଡ଼ିଆ ଅସ୍ମୀତା ବଜାୟ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଭଦ୍ରକ ତମାମ ପ୍ରତ୍ୟେକ ସାଇନବୋର୍ଡରେ ଓଡ଼ିଆ ଅକ୍ଷରରେ ଲେଖା ହେବ କେବେ ?
|
November 16, 2019 |



