କଟକ, ୧୯/୧୨/୨୦୧୧ (ସନ୍ଧାନ ନିଉଜ) – କଟକ ସଦର ୪୨ ମୌଜାରେ ଫାଣ୍ଡିଟିକୁ ଥାନାରେ ପରିଣତ କରାଯିବା ନେଇ ସରକାରଙ୍କ ନିଷ୍ପତିକୁ ଅଂଚଳ ବାସୀନ୍ଦା ତଥା ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା,ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ସାଂସ୍କୃତିକ ସଂପାଦକ ରୁଦ୍ରନାରାୟଣ ଦାସ,ରାଜନୀତିଜ୍ଞ ବିନୋଦ ବେହେରା,ସମାଜସେବୀ ରାମଚନ୍ଦ୍ର ଗୋଛାୟତ,ହୃଦାନନ୍ଦ ବିଶ୍ଵାଳ,ଉପଦେଷ୍ଟା ପ୍ରଭାତ ଖଟୁଆ,ଉପଦେଷ୍ଟା ବୀରବର ଲେଙ୍କା,ସମାଜସେବୀ ପୀୟୂଷ ପରିଡା,୪୨ ମୌଜ ଯାଦବ ମହାସଭାର ସଭାପତି ବୁଲେଇ ବେହେରା ପ୍ରମୁଖ ଓଡ଼ିଶାର ମୁଖ୍ୟମନ୍ତ୍ରୀ,ସାଂସଦ ଭାତୃହରି ମହତାବ,ବିଧାୟକ ଚନ୍ଦ୍ରସାରଥୀ ବେହେରା,ପୁଲିସ କମିଶନର,ଜିଲ୍ଲାପାଳ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ବୟାଳିଶମୌଜା ଥାନା ପ୍ରତିଷ୍ଠା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
|
December 19, 2021 |