ବଡ଼ଚଣା ବ୍ଲକରେ ୧୩ ଜଣ ଏ୧ ଗ୍ରେଡ୍‌ରେ ଉତୀର୍ଣ୍ଣ ହେଲେ

Spread the love
ଚଣ୍ଡିଖୋଲ, ୨୬/୦୬/୨୦୨୧ (ସନ୍ଧାନ ନିଉଜ) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନରେ ସମୁଦାୟ ୬୦ଟି ସ୍କୁଲରେ ମାଟ୍ରିକ ପରୀକ୍ଷା ହୋଇଥିଲା । ସମୁଦାୟ ୩୦୯୮ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୩୦୭୦ ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ସମୁଦାୟ ପାସ ହାର ୯୯.୦୯ ଥିଲାବେଳେ ଏ୧ ରେ ୧୩ ଜଣ ଓ ଏ୨ ଗ୍ରେଡ୍‌ରେ ୧୭୨ ଜଣ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶ୍ରଦ୍ଧା ସାମଲ ୫୫୭ ନ ରଖି ବ୍ଲକ ଟପର ହୋଇଥିବା ଜଣାପଡିଛି ।

Related Posts

About The Author

Add Comment