ବ୍ୟାଟେରୀ ଚାଳିତ ବାଇକ ସୋରୁମ୍‌ର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Spread the love

ଭଦ୍ରକ, ୩୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- : ଭଦ୍ରକ ସହରରେ ଏକ ବ୍ୟାଟେରୀ ଚାଳିତ ବାଇକ ସୋରୁମ୍‌ର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଫିତା କାଟିଥିବା ବେଳେ ବିଧାନସଭାର ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଯୋଗ ଦେଇଥିଲେ । ଉଦ୍ଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜିର ସମୟରେ ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ପରିବେଶ ସୁରକ୍ଷା ଆମ ଦାୟିତ୍ଵ । ଆମେ ମଧ୍ୟ ସଚେତନ ହେବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି ଘରେ ଗୋପାଳନ କରିବାକୁ କେନ୍ଦ୍ର ମନ୍ତ୍ରୀ ଷଡଙ୍ଗୀ ଉପଦେଶ ଦେଇଛନ୍ତି।

Related Posts

About The Author

Add Comment