ନୂଆଦିଲ୍ଲୀ,୬/୪ (ସନ୍ଧାନ ନିୟୁଜ) : ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲର କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ଓ ସହଯୋଗୀମାନଙ୍କ ବାସଭବନରେ ଶନିବାର ସିବିଆଇ ଚଢ଼ାଉ କରିଛି। ଜାତୀୟ ଗଣମାଧ୍ୟମ ଏଏନ୍ଆଇ ପକ୍ଷରୁ ପ୍ରକାଶ, ୨, ୩୪୮ କୋଟି ଟଙ୍କାର ଏକ ବ୍ୟାଙ୍କ ଠକେଇ ମାମଲାକୁ ନେଇ ସିବିଆଇ ଏହି ଚଢ଼ଉ କରିଛି। ସିବିଆଇ ଦିଲ୍ଲୀ-ଏନ୍ସିଆର, ଚଣ୍ଡିଗଡ଼, କୋଲକାତା, ଓଡ଼ିଶାସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ୍ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ମିଳିଛି।
ବ୍ୟାଙ୍କ ଠକେଇ ମାମଲାକୁ ନେଇ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲରେ ସିବିଆଇ ଚଢ଼ାଉ
|
April 6, 2019 |
