ଚଣ୍ଡିଖୋଲ, ୨୯/୩ (ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ଅଧିନସ୍ଥ ହରିଦାସପୁର ପଂଚାୟତ ଭଡଙ୍ଗା ଗ୍ରାମର ପ୍ରସିଦ୍ଧ ବ୍ୟବସ୍ଥାୟୀ ତଥା ସମାଜସେବୀ ରାକେଶ କୁମାର ନାୟକ କରୋନାର ମୁକାବିଲା ପାଇଁ ୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ସେ ଯାଜପୁର ଜିଲ୍ଲାପାଳଙ୍କ ଭେଟି ଏହି ଅର୍ଥରାଶିକୁ ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଭଳି ସମୟରେ ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।
ବ୍ୟବସ୍ଥାୟୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ
|
March 29, 2020 |
