ବେଦମାତା ବେଶରେ ଦର୍ଶନ ଦେଲେ ମା ଭଦ୍ରକାଳୀ

Spread the love

ଭଦ୍ରକ ୨୭/୧୦ (ସନ୍ଧାନ ନିୟୁଜ/ ରମେଶ ନାୟକ) ବେଦମାତା ବେଶରେ ଦର୍ଶନ ଦେଲେ ମା ଭଦ୍ରକାଳୀ ଅଧିଷ୍ଠାତ୍ରୀଦେଵୀ ମା ଭଦ୍ରକାଳୀ ଆଜି ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ.ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା ଭଦ୍ରକାଳୀ ପୀଠ. 9.30 ସମୟରେ ଘଟସ୍ଥାପନ ଓ ମାନସିକ କଳସ ଶୋଭାଯାତ୍ରା ସାଳନ୍ଦୀ ନଦୀଘାଟରୁ ବାହାରି ମାଙ୍କ ପୀଠରେ ପହଂଚିବା ପରେ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା ଆରମ୍ଭ ହେବା ପରେ ମା ବେଦମାତା ବେଶରେ ଦର୍ଶନ ଦେଇଛନ୍ତି ଆଜି. ସେହିପରି ମା ଭଦ୍ରକାଳୀ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କୁ ମହାକାଳୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ. ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା ଭଦ୍ରକାଳୀ.ମାଙ୍କୁ ଆଜି ବେଦମାତା ବେଶରେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ.

Related Posts

About The Author

Add Comment