ବେଣ୍ଟକାର ହାଇ ସ୍କୁଲର ୧୯୯୮ ମାଟ୍ରିକ ବ୍ୟାଚ ସହପାଠୀ ବର୍ଗଙ୍କ ବଂଧୁମିଳନ ।

Spread the love
କଟକ, ୧୦/୦୪/୨୧ (ସନ୍ଧାନ ନିଉଜ) – କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ  ପୁରାତନ ଶିକ୍ଷାନୁଷ୍ଠାନ ବେଣ୍ଟକାର ହାଇ ସ୍କୁଲର ୧୯୯୮ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ସ୍ଥାନୀୟ ଦଧିବାମନପୁର ଭୁଆଶୁଣି ପିଠିରେ ଅନୁଷ୍ଠିତ ହୋଇଯାଇଛି । ଏହି ବଂଧୁ ମିଳନ ପର୍ଵରେ ସମସ୍ତ ବଂଧୁବର୍ଗ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବର୍ଗ ଉପସ୍ଥିତ ରହି ପୁରାତନ ଦିନର ସ୍ମୃତି ବଖାଣିବାସହ ବନ୍ଧୁତା ଶବ୍ଦର ବାସ୍ତବତାକୁ ସମୀକ୍ଷା କରିଥିଲେ ।

Related Posts

About The Author

Add Comment