ବେଆଇନ୍ ମାଙ୍କଡ଼ା ପଥର ଖାଦାନ ପାଣିରେ ବୁଡି ଡ଼ାକ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜୀବନ ଗଲା

Spread the love

ବଡ଼ଚଣା, ୦୩/୮ (ସନ୍ଧାନ ନିୟୁଜ ) ବଡ଼ଚଣା ଥାନା ଅନ୍ତର୍ଗତ ଅକବରାବାଦ୍ ଗ୍ରାମର ବୀରକିଶୋର ଷଡଙ୍ଗୀ(୫୪ ବର୍ଷ) ଗତକାଲି ରାତିରେ ଝାଡ଼ା ଯାଇ ଏକ ବେଆଇନ ମାଙ୍କଡ଼ା ପଥର ଖାଦାନକୁ ଶୌଚ ହେବାକୁ ଯାଇଥିବା ବେଳେ ଗଭୀର ପାଣି ଖାଲରେ ଖସି ପଡ଼ି ବୁଡି ଯାଇ ମୃତ୍ୟୁବରଣ କରିଛନ୍ତି ! ଆଜି ସକାଳେ ଗ୍ରାମବାସୀମାନେ ସେଠାରେ ତାଙ୍କ ମର ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ ! ସେ ଚଣ୍ଡିଖୋଲ ଉପ ଡାକଘରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ !

Related Posts

About The Author

Add Comment