ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା, ମୋହନ ମାଝୀ ହେଲେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ

Spread the love

ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦାୟୀତ୍ୱ ପ୍ରଦାନ
ମୁଖ୍ୟ ସେଚତକ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟୀତ୍ୱ ପ୍ରଦାନ

ଭୁବନେଶ୍ୱର, ୧/୭ (ସନ୍ଧାନ ନିୟୁଜ ) ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ଏବଂ ମୁଖ୍ୟ ସେଚତକ ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଓଡିଶାବାସୀ ୨୩ ଟି ବିଧାୟକ ଦେଇ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ଦେଇଛନ୍ତି। ଓଡିଶାବାସୀ ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସୂଚାରୁରୂପେ ବିଜେପି ବିଧାନସଭାରେ ତୁଲାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related Posts

About The Author

Add Comment