ବିଶ୍ରା ପେଟ୍ରୋଲ ପମ୍ପରେ ଡ଼କାୟତ କରୁଥିବା ୩ ଅଭିଯୁକ୍ତ ଗିରଫ

Spread the love

ରାଉରକେଲା, ୧୩/୧୧ (ସନ୍ଧାନ ନିଉଜ) : ରାଉରକେଲା ଏସପି ଶ୍ରୀ ସୁବ୍ରମଣୀୟମ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗତକାଲି ବିଶ୍ରା ଭାନୁଲତ ଅଞ୍ଚଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ ।ବିଶ୍ରା ପେଟ୍ରୋଲ ପମ୍ପରେ ଡ଼କାୟତ କରିବାର ଯୋଜନା କରୁଥିବା ବେଳେ ରାଉରକେଲା ପୋଲିସ ଗିରଫ କରିବା ସହ ଏମାନଙ୍କଠୁ 2ଟି ବନ୍ଧୁକ ଜବତ କରିଥିଲା। ପୂର୍ବରୁ ମଧ୍ୟ ଅନେକ ଥାନାରେ ହତ୍ୟା ମାମଲା ଭଳି ସଙ୍ଗିନ ଅପରାଧରେ ଜଡ଼ିତ ଥିଲେ ବୋଲି DIG କବିତା ଜଲାଲ ସୂଚନା ଦେଇଥିଲେ ।  ଅଭିଯୁକ୍ତ ମାନେ ହେଉଛନ୍ତି,ପବନ କନୁୁନ୍ତା, ସାମୁଏଲ ସୋୟ ମୁର୍ମୁ,ରାଜେଶ ବିରୁଆ ।

Related Posts

About The Author

Add Comment