ବିଶାଖାପାଟଣା: ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୫ ହଜାର ଆକ୍ରାନ୍ତ ହୋଇଛନ୍ତି | ଏଥିରେ ୧୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଶାଖାପାଟଣାରେ ଏଲଜୀ ପଲିମର ଉଦ୍ୟେଗରେ ରାସାୟନିକଗ୍ୟାସ୍ ଲିକ୍ ହେବାରୁ ଏହି ଦୂର୍ଘଟଣା ଘଟିଛି । ଏହି ଘଟଣାରେ ଜଣେ ଛୋଟ ପିଲା ସେତ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
୧୨୦ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଆରଆର ବେଙ୍କଟପୁରମ୍ ଗାଁରେ ଘଟଣା ଘଟିବା ପରେ ଉକ୍ତ ଗାଁରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ନୌସେନା କମ୍ପାନୀ ନିକଟରୁ ଥିବା 5ଟି ଗାଁକୁ ଖାଲି କରିଛନ୍ତି ।