ରାଉରକେଲା, ୦୪/୦୭/୨୦ (ସନ୍ଧାନ ନିଉଜ) : ବିଗତକିଛି ଦିନ ଲଗାଣ ବର୍ଷାରେ ଦକ୍ଷିଣ ରାଉରକେଲା ସମେତ ସାରନଗରୀର ବିଭିନ୍ନ ବସ୍ତି ଅଂଚଳରେ ପରିବେଶ ପୂତିଗନ୍ଧମୟ ହୋଇପଡ଼ିଛି ।ବର୍ଷା ହେବା ଯୋଗୁଁ ଅଳିଆ ଆବର୍ଜନା ଏଣେତେଣେ ଜମା ରହୁଛି ।ଡ଼୍ରେନେଜ ବ୍ୟବସ୍ଥା ଠିକ ନରହିବା କାରଣରୁ ଅଳିଆ ଡ଼୍ରେନରୁ ବାହାରିପାରୁନାହିଁ ।ଅପରପକ୍ଷେ କେତେକ ବସ୍ତିରେ ଡ଼୍ରେନେଜ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନାହିଁ ।ଦକ୍ଷିଣ ରାଉରକେଲାର ହାଟିଙ୍ଗଟୋଲା ବସ୍ତି,କଇଁଥାବସା,ବାଲିଯୋଡ଼ିର କିଛି ଅଂଚଳ,ଜଲଦା,ଧରମଡ଼ିହି,ନୂଆଡ଼େରା,ଟାଙ୍
ବିଭିନ୍ନ ବସ୍ତିରେ ଦୂଷିତ ପରିବେଶ
|
July 4, 2020 |
