ବିବାଦ ପରେ ବଦଳିଲେ ବିଡିଓ

Spread the love

ବାରିପଦା ୨୨/୦୬ (ସନ୍ଧାନ ନିଉଜ) ବହୁ ବିବାଦରେ ସମାଲୋଚନର ଶିକାର ହୋଇଥିବା ବାରିପଦା ବିଡିଓ ସରୋଜ କୁମାର ଦାଶଙ୍କର ବଦଳି ହୋଇଛି । ଗତ ୧୯ ତାରିଖ ଦିନ ସେ ନୂଆ ବିଡିଓ ଆକାଳ ଚନ୍ଦ୍ର ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହା ସହିତ ବାରିପଦା ପୌରପାମିକାର ଅତିରିକ୍ତ ଦାୟିତ୍ୱ ମଧ ହସ୍ତାନ୍ତର କରିଛନ୍ତି । ସରୋଜ କୁମାର ଦାଶଙ୍କୁ ସୁନ୍ଦରଗଡ ଜିଲ୍ଲା ର ବିଶ୍ରା ବ୍ଲକ ବିଡିଓ ଭାବେ ନଦଳି କରାଜିବା ସଙ୍ଗେ ସଙ୍ଗେ ତତ୍ଷଣାତ ରିଲିଭ କରିଦିଆଯାଇଛି । ବିଡିଓ ଉନ୍ନୟନ ମୂଳକ କାର୍ଯ୍ୟ ରେ ସଂହଯୋଗ କରୁନଥିବା ନେଇ ବାରିପଦା ବ୍ଲକର ବିଭିନ୍ନ ପଚାୟତ ସମିତି ସଦସ୍ୟମାନେ ବାରମ୍ବାର ଅଭିଯୋଗ କରିଆଦୁଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment