ବିଦ୍ୟୁତ ସେବା ରେ ବିଭ୍ରାନ୍ତ ଗ୍ରାହକ ହନ୍ତସନ୍ତ

Spread the love

ବାରିପଦା, 26.11.2020 (ଲିଙ୍ଗରାଜ ପଣ଼୍ଡା)-ମୟୁରଭଞ୍ଜ ଜିଲ୍ଲାର ବିଦ୍ୟୁତ ଉପଭୋକ୍ତା ବିଭାଗ ନିକଟରୁ ଉପଯୁକ୍ତ ସେବା ନପାଇ ଅତିଷ୍ଠ ହେଲେଣି । ବିଶେଷ କାରଣ ନଥାଇ ଗ୍ରାମାଂଚଳରେ ଅଘୋଷିତ ବିଦ୍ୟୁତ କାଟି ନର୍କ ଯନ୍ତ୍ରଣାଠାରୁ ବଳି କଲାଣି । ଜିଲାର ସମୁଦାୟ ୪ ଲକ୍ଷ 53ହଜାର ୩୩୦ ଉପଭୋକ୍ତାଙ୍କ ମଝିରୁ ୪ ଲକ୍ଷ ୨୫ ହଜାର ୭୪୧ଘରୋଇ, ୧୬ ହଜାର ୮୪ ବସାୟିକ ଓ ୧୧ ହଜାର 505 ଇଷ୍ଟ୍ରିଆଲ ଉପଭୋକ୍ତା ଅଟନ୍ତି । ନିଯମ  ଅନୁଯାୟୀ ଗ୍ରାମାଂଚଳର ପ୍ରତି କ ହଜାର ଉପଭୋକ୍ତା, ଏବଂ ବରୀଚଳର ପ୍ରତି ୧୫ ଶହ ଉପଭୋକ୍ତାଙ୍କ ପାଇଁ ଜଣେ ଲେଖାଏ ।ଇନମ୍ୟାନ ଓ ଦୁଇ ଜଣ କରି ଛପର ରହିବାର ଆବଶ୍ୟକତା ନା ବେଳେ ଜିଲ୍ଲାରେ ମାତ୍ର ସମୁଦାୟ୭ ଜଣ ଲାଇନମ୍ୟାନ ରହିଛନ୍ତି । (ମାନଙ୍କ ମଧ୍ୟରୁ ବିଦ୍ୟୁତ ସେବାର ଛାବଧାନ ପାଇଁ ଏ-ଗ୍ରେଡର ୨୮ । ଲାଇନ୍ୟାନ, ଷ୍ଟ୍ରକଚର କଣ୍ଟାଲ ମ ଦାୟିତ୍ବରେ ୮୮ ଜଣ ବିଡର ଲାଇନମ୍ୟାନ , ହେପର ଏହିଭଳି ଭାବେ ମୋଟ ୫୫୦ ସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ବେସରକାରୀ ଏଜେନ୍ସି ଅଧୀନରେ ୫୧୯ ଜଣ କର୍ମଚାରୀ ଏବଂ ମିଟର ରିଡର ଭାବେ ୩୬୫ଜଣ କାର୍ଯ୍ୟ କରୁଛନ୍ତି ! ତୃଣମୂଳସ୍ତରରେ ମାତ୍ର ୧୭୧ ଜଣ ସି-ଗ୍ରେଡ ଲାଇନମ୍ୟାନ ୪ ଲକ୍ଷ ୫୩ ହଜାର ୩୩୩୦ ଉପଭୋକ୍ତାଙ୍କୁ ଉତ୍ତମ ସେବା ସହ ତଳ ସେବା ଯୋଗାଇବା ସଂପୂର୍ଣ୍ଣଭାବେ ହାସ୍ୟାପଦ । ।। ଟୁ ନ ଫ ମୁଁ ର ଗୁଡି କ ଅଧୀନରେ ଥିବା ଉପଭୋକ୍ତାଙ୍କ ପାଇଁ । ତୃଣମୂଳସ୍ତରରେ ମାତ୍ର ୯୦ ଜଣ ଲାଇନ ହେଲ୍‌ପର କାର୍ଯ୍ୟ କରୁଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖ ଭଳି । ଏହି ମୁଷ୍ଟିମେୟ । ଲାଇନମ୍ୟାନଙ୍କ ଦ୍ବାରା ଜିଲାରେ ସମୁଦାୟ ୧୩ ହଜାର ୩୩୫ଟି ଟ୍ରାନ୍ସଫର୍ମର ଦ୍ବାରା ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇବା ଆଦୌ ସମ୍ଭବପର ହେଉ , ନାହିଁ । ଏଜେନ୍ତି ଅଧୀନରେ କାର୍ଯ୍ୟ କରୁଥିବା ୫୧୯ ଜଣ କର୍ମଚାରୀଙ୍କ ଉତ୍ତର-ଦାୟିତ୍ବ ନ ଥୁବାରୁ ସେମାନଙ୍କ ନିକଟରୁ ଉତ୍ତମ ବିଦ୍ୟୁତ ସେବା ଆଶା କରିବା ନିରର୍ଥକ । ଜିଲାରେ ବିଦ୍ୟୁତ ସେବା କ୍ଷେତ୍ରରେ ଥିବା ୨୯ଟି ସେକ୍ସନରେ ସମୁଦାୟ ୪୯ଟି ୩୩/୧୧ କେଭି ବିଦ୍ୟୁତ ଟ୍ରକଚର ଥିବା ବେଳେ ସେଥିମଧ୍ୟରୁ ୩୪ଟି ଷ୍ଟ୍ରକଚର ଏଜେନ୍ସିଙ୍କ ଦ୍ବାରା ପରିଚାଳିତ । ଏଣୁ ଏହି ସମସ୍ତ ଷ୍ଟ୍ରକଚରଗୁଡିକ ବିଦ୍ୟୁତ ବିଭାଗ ଦ୍ବାରା ସିଧାସଳଖ ଭାବେ ପରିଚାଳନା କରାଯାଉ ନ ଥୁବା ଫଳରେ ଅଦ୍ଧାଧୁକ ଷ୍ଟ୍ରକଚରକୁ ବେସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି । ଏଣୁ ବିଦ୍ୟୁତ ସେବା କ୍ଷେତ୍ରରେ । ବ୍ୟାପକ ବିଭ୍ରାଟ ଦେଖାଯାଉଛି । କାରଣ ବେସରକାରୀ ଭାବେ କାର୍ଯ୍ୟ କରୁଥିବାବାସିନ୍ଦାଙ୍କୁ ଦୁଃତ । ସେବା ଯୋଗାଇ Pଯାଉଥିବ ତାହା ସହଜରେମେୟ । ବିଦ୍ୟୁତସେବା କ୍ଷେତ୍ରରେ ରାରେ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଆରମ୍ଭଅଧୀକ୍ଷଣ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ୬୮ || ଯ ଷ୍ଟ୍ରକଚରର କର୍ମଚାରୀ ଦୀର୍ଘ ଦିନ ଧରି ଲଗ ସେମାନଙ୍କ ବକେୟା ଦରମା ନ ପାଇବା ଲାଗୁ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ଘଣ୍ଟ ବଂଚିତ ରହୁଥିବାରୁ ସେମାନଙ୍କ କାର୍ଯ୍ୟ ହେ ଦକ୍ଷତାରେ ହ୍ରାସ ହେବା ସଙ୍ଗେ ସଙ୍ଗେ । ଉତ୍ସାହ ପ୍ରକାଶ ପାଉ ନାହିଁ ।। ଜିଲ୍ଲାରେ ଏକ ଶହ ଶକ୍ତି କେଭି ଟ୍ରାନ୍ସଫର୍ମରରେ ସର୍ବାଧୂକ ୮୦ କିଲୋୱାଟ କ୍ଷମତା ଥିବା ସ୍ଥଳେ ଅଧୁକ ବିତଲୋଡ୍ ପଡୁଥିବାରୁ ଟ୍ରାନ୍‌ଫର୍ମରଗୁଡିକ । ଅସମୟରେ ପୋଡିଯାଉଥିଲେ ମଧ୍ୟ ମାଟି ସେଗୁଡିକ ବଦଳରେ ନୂତନ ଟ୍ରାନ୍ସଫର୍ମର । ଦୁର୍ଘ ନ ଲଗାଯାଇ ସେଗୁଡିକର ମରାମତି ନ କରାଯାଇ ପୁନଃବ୍ୟବହାର ମୃ କରାଯାଉଥିବାରୁ ଉପଭୋକ୍ତାଙ୍କୁ ଏ ଠିକଭାବରେ ବିଦ୍ୟୁତ ସେବା ଯୋଗାଇ ନି ଦିଆଯାଇ ପାରୁ ନାହିଁ । ଏପରିକି ପ୍ରାୟ ପ୍ରତ୍ୟେକ ଦିନ ବିଭିନ୍ନ ଅଂଚଳରେ ବିଭ୍ରାଟ , ମଦେଖାଯାଉଛି । କାରଣ ଯେଉଁ ସ୍ଥାନରେ । ଟ୍ରାନ୍ସଫର୍ମର ସଂପୂର୍ଣ୍ଣଭାବେ ପୋଡିଯାଉଛି, ସେଗୁଡିକ ମରାମତି କରାଯାଇ ପୁଣି ଯା ଲଗାଯିବା ନିମନ୍ତେ ଦିନେରୁ ଦୁଇ ଦିନ ଲାଗୁଥିବାରୁ ଉପଭୋକ୍ତାମାନେ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସେବା ପାଇବାରୁ ବଂଚିତହେଉଛନ୍ତି । ମରାମତି ଟ୍ରାନ୍ସଫର୍ମର ଲାଗୁଥିବା ଯୋଗୁଁ ସେଠାରେ ପୁଣି ଅଳ୍ପ ଦିନରେ ତାହା ଅଚଳ ହୋଇ ପଡ଼ୁଛି । ।ଜିଲାର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ସବଷ୍ଟେସନଗୁଡିକ ବିପଦଜନକ ଅବସ୍ଥାରେ ରହିଛି । ସଷ୍ଟେସନଗୁଡିକ ପରିସରରେ ଗଛଲତା ମାଡିଯାଇଥିବାରୁ ବିଦ୍ୟୁତ ତାର ଛିଣ୍ଡି ଦୁର୍ଘଟଣା ଘଟିବା ସହିତ ଘର ତାରବାଡ ନ ଥିବାରୁ ବୁଲା ଗାଈଗୋରୁ କୁକୁରଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି । ଏପରିକି ଏହି ସବ୍‌ଷ୍ଟେସନଗୁଡିକ ନିକଟରେ ଅଳିଆ ଆବର୍ଜନା ଜମାହେଉଥିବାରୁ ସେହି ଅଳିଆ ଆବର୍ଜନା ମଧରୁ କାଗଜପେଟି, ଜରି ଓ ଖାଲି ବୋତଲ ସଂଗ୍ରହ କରିବା ପାଇଁ ଜରିଗୋଟାଳିମାନେ ସେସ୍ଥାନକୁ ପା ତାର ରିଣୀ ରିତ୍ୟତ ତାର ସଂସ୍ପର୍ଶରେଆସି ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି । ଏହାସହିତ ସହରର ) ବହୁସ୍ଥାନରେ ବର୍ଷ ବର୍ଷ ଧରି ବିଦ୍ୟୁତ ଖୁଣ୍ଟ ସହ ବିଦ୍ୟୁତ ତାର ପରିବର୍ତ୍ତନ । କରାଯାଉ ନ ଥିବାରୁ ସେଗୁଡିକ । ସାମାନ୍ୟ ପବନ ହେବା ମାତ୍ରେ ଛିଣ୍ଡିବା ସହିତ ସେ ଅଂଚଳ ଦୀର୍ଘ ସମୟ ଧରି । ଅନ୍ଧାରରେ ରହୁଛି। ସେହିଭଳି ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତନ ହେଉ ନ ଥିବାରୁ ଯେକୌଣସି ସମୟରେ ସେଗୁଡିକ ଭାଙ୍ଗିଯିବାର ଆଶଙ୍କା ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା । ପୂର୍ବରୁ ସେଗୁଡିକର ପରିବର୍ତ୍ତନ ହେବା ଆବଶ୍ୟକ ।। ଜିଲାରେ ୨୩ ହଜାର ) ୧୩୯ ୧୦ କିଲୋମିଟର ଏଲଟି ( ବିଦ୍ୟୁତ ଲାଇନ, ୧୦ ହଜାର। ୭୨୫୦୯ କିଲୋମିଟର ୧୧କେଭି । ବିଦ୍ୟୁତ ଲାଇନ ଏବଂ ୭୯୫୨୫) କିଲୋମିଟର ୩୩ କେଭି ବିଦ୍ୟୁତ ଲାଇନ ରହିଛି। ଗ୍ରାମାଂଚଳରେ । ବିପଦଜନକ, ଭାବେ ୧୧ କେଭି ତାର ଭୂମି ତଳୁ ଅଳ୍ପ ଉଚ୍ଚତାରେ ଥିବାରୁ । ବିଭିନ୍ନ ସମୟରେ ବିଦ୍ୟୁତ ଆଘାତରେ ମନୁଷ୍ୟ ଓ ଗୋରୁଗାଈ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି

Related Posts

About The Author

Add Comment