ରାଉରକେଲା, ୧୫/୦୧/୨୦୨୦ (ସନ୍ଧାନ ନିଉଜ): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦେବଗାଁ ଅଞ୍ଚଳରେ ନାବାଳକ ଗୁରୁତର । ଦେହୁରୀ ବସ୍ତିରେ ଶୁଭମ ଟପ୍ପୋ ନାମକ ଜଣେ ନାବାଳକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡି ହୋଇ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । ବସ୍ତିର ଲୋକମାନେ 12 ବର୍ଷର ଶୁଭମକୁ ଧରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର
|
January 15, 2020 |



