ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ମିଳିବ ରିହାତି

Spread the love
ଭୁବନେଶ୍ୱର,୧୭/୦୪ (ସନ୍ଧାନ ନିଉଜ): ଲକ୍‌ଡାଉନ୍ ପାଇଁ ଏପ୍ରିଲ ଓ ମେ’ରେ ବିଲ୍ ପୈଠ ବେଳେ ଘରୋଇ ଉପଭୋକ୍ତାଙ୍କୁ ଅତିରିକ୍ତ ରିହାତି ମିଳିବ। ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ପକ୍ଷରୁ ଘୋଷଣା କରାଯାଇଛି ଅତିରିକ୍ତ ୪% ରିହାତି ଦିଆଯିବ। ଲକ୍ ଡାଉନ୍ ପାଇଁ ରାଜସ୍ୱ କମିବା ଆଶଙ୍କାରେ ରିହାତି ଘୋଷଣା କରାଯାଇଛି। ସେସୁ, ନେସ୍କୋ, ସାଉଥ୍‌କୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଓଇଆରସି ରେଗୁଲେସନ୍-୨୦୨ ଅନୁସାରେ ନିର୍ଦ୍ଦେଶନାମା ଜାରି କରାଯାଇଛି।

Related Posts

About The Author

Add Comment