ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ

Spread the love

କପ୍ତିପଦା- ୧୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ସରକାରଙ୍କର କମ୍ ଉପସ୍ଥାନ ରହୁ ଥିବା ବିଦ୍ୟାଳୟଗୁଡିକୁ ବନ୍ଦ କରିବା ନିଷ୍ପlତ୍ତି କୁ ବିରୋଧ କରି ଆଜିକପ୍ତିପଦା ବ୍ଲକର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସୟୁ ସି ଆଇ(କମ୍ୟୁନିଷ୍ଟ) ଓ ଛାତ୍ର ସଂଗଠନ ଏଆଇଡିଏସ୍ ଓ ମିଳିତ ଭାବେ ଧାରଣା ଦେଇଥିଲେ । ଏହି ବନ୍ଦ ନିଷ୍କରି ଦ୍ଵାରା କପ୍ତିପଦା ବ୍ଲକରେ ୩୧ଟି ବିଦ୍ୟାଳୟ ବନ୍ଦ ହୋଇଯିବ । ବନ୍ଦ ଘୋଷିତ ବିଦ୍ୟାଳୟରୁ ଡିକ ମଧ୍ୟରେ ରଙ୍ଗାମାଟିଆଏ ପି ଏସ୍, ପଦାଘାଟ, ହିଲ୍ଲୀପୋଷୀ , ଛାଞ୍ଚୁଣିଆ, କୁକୁଡାଗଡି , କିଟିସାହି , ଖାସିଗଡିଆ ସହରସାହି ଏପିଏସ୍, ବେହେରାସାହି ଏନ୍‌ପିଏସ୍, ପଞ୍ଚାୟତ ଏନ୍‌ପିଏସ୍, ପାତ୍ର ସାହିଏନ୍ ପି ଏସ୍ , ବେଗୁ ନି ଆପ ଟା, ବସୁଧର ଏନ୍‌ପିଏସ୍, କୁ ଆଗୋଠଣା ଏନ୍ ପି ଏସ୍, ଅଜୁ ନଶୋଳ ଏନପିଏସ୍, ଭାଲୁ ହୁରୁଡା ଏନପିଏସ୍, କେନ୍ଦ୍ର ଘାଟି, ପୋଷୀସାହି,ଚତୁରୀଘାଟି ଏନ୍‌ପିଏସ୍, ବନ୍ଧସାହି ଏପିଏସ୍,ଗୋହିରାପୋଷୀ ଏ ପି ଏସ୍ , ବିନ୍ଧାଣୀସାହି ଏନପିଏସ୍, ଲକ୍ଷଣାସାହି , ବାରୁଖଣ୍ଡା ଏପିଏସ୍, ପଇତୁ ସାହି , ମାତୁ ରାସାହି ଧୂମକ୍ଷେତ ଏପିଏସ୍, ହଦଗୁଠ , ଖୁଣ୍ଡାବିଲ ଏପି ଏସ୍, ଚାମ୍ପି ଆସାହି , ଓ ଡାଙ୍ଗରସାହି ରହିଛି । ବିଦ୍ୟାଳୟଗୁଡିକ ବନ୍ଦ ହୋଇ ଗଲେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରୁ ଥିବା ଛାତ୍ରଛାତ୍ରୀମାନେ ଦୂର ବିଦ୍ୟାଳୟକୁଯାଇ ପାଠ ପଢି ବାରେ ଘୋର ଅସୁବିଧା ଦେଖାଦେବ ବୋଲି କୁହାଯାଇଛି । ଏଣୁ ସରକାରଙ୍କ ପକ୍ଷରୁ ବନ୍ଦ ଘୋଷିତ କରାଯାଇଥିବା ବିଦ୍ୟାଳୟ ଗୁଡିକୁ ପୁନର୍ବାର ଚାଲୁ କରିବାଦାବିରେ ଏସୟୁ ସି ଆଇ (କମ୍ୟୁନିଷ୍ଟ)ର ବାଙ୍ଗରା ଉଗ୍ରସାଣ୍ଡି, ସୁବୁଦିଆ ହାଇବୁରୁ, ଉଦୟ ସାମାଡ, ସାତାରୀ ସିଂ ଓ ଛାତ୍ର ସଂଗଠନ ଏଆଇଡି ଏସ୍ ଓର ଗୋବିନ୍ଦ ହାଇବୁରୁ, ଯତୀନ ବାନରା, ମହିଳା ନେତ୍ରୀ ଜାନକୀ ଚାକି ଆଙ୍କ ନେତୃତ୍ବ ରେ ବହୁ ପୁରୁଷ ମହିଳା ଏହି ଧାରଣାରେ ସାମିଲ ଥିଲେ ।

Related Posts

About The Author

Add Comment