ଭଦ୍ରକ ୦୨/୮ (ସନ୍ଧାନ ନିୟୁଜ ) ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠି ତ୍ରିପୁଲ ତଲାକ ପରେ ମୁସଲିମ ମହିଳା ମାନେ ବେସ୍ୟାବୃତି କରୁଥିବା ବିବାଦୀୟ ବୟାନ ବିଧାନସଭା ରେ ଦେଇଥିବା ଘଟଣା କୁ ଭଦ୍ରକ କଂଗ୍ରେସ ପକ୍ଷରୁ ବିରୋଧ. ଆଜି ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ କୁଶପୁତ୍ତଳିକା ଦାହ କରାଯାଇଛି. ସେହିପରି କଂଗ୍ରେସ ମୁସଲିମ ନେତା ମାନେ ବିଧାୟକ ଙ୍କ ବିବାଦୀୟ ବୟାନ କୁ ତୀବ୍ର ବିରୋଧ କରିବା ସହ ଆଗକୁ ବିଧାୟକ ଭୁଲ ନମାଗିଲେ ଏହି ଅନ୍ଧୋଲୋନ ଜୋରଦାର କରାଯିବାକୁ ଚେତାବନୀ ଦେଇଛନ୍ତି.
Report – Ramesh Nayak