ପାଟନା ୨୮/୧୧/୨୦୨୦ (ସନ୍ଧାନ ନିଉଜ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ନେତା ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ପରେ ଭାରତୀୟ ଜନତା ପାର୍ଟି ଖାଲିଥିବା ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ପୂର୍ବତନ ଡେପୁଟି ସିଏମ୍ ସୁଶୀଲ କୁମାର ମୋଦୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ରାଜ୍ୟସଭାର ଏହି ଗୋଟିଏ ଆସନରେ ଡିସେମ୍ବର ୧୪ ରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।
ବିଜେପିର ଘୋଷଣା: ସୁଶୀଲ କୁମାର ମୋଦୀ ହେବେ ବିହାରରୁ ରାଜ୍ୟସଭା ପ୍ରାର୍ଥୀ
|
November 28, 2020 |